କରିକୁମ୍ଭ Karikumbha

  • ସଂ. ବି. ( 6 ଷ୍ଠୀ ତତ୍; କରିନ୍+କୁମ୍ଭ) — ହାତୀର କପାଳ ଉପରେ ଦୁଇପାଖରେ ଥିବା ମାଠିଆ ଭଳି ବର୍ତ୍ତୁଳ ମାଂସପିଣ୍ଡ — The frontal globes on both sides of the brow of an elephant