କରାଇ Karāi

  • ଦେ. ବି. (ସଂ. କଟାହ; ପ୍ରା. କଡ଼ାହ) — ଧାତୁନିର୍ମିତ ପାକପାତ୍ର; କରେଇ — Frying pan
  • ପ୍ରାଦେ. (ବାଲେଶ୍ୱର) ବି — କୋଡ଼ମେଇ (ଦେଖ) — Koṟḍ̠amei (See)