କରା Karā
- ପ୍ରାଦେ. ବିଣ. (ଅନ୍ଯ ଶବ୍ଦ ସହିତ ବ୍ଯବହୃତ) — (ସଂ. କୃ. ଧାତୁ) କରିବା — Doing
- ପ୍ରାଦେ. ବିଣ. (ଅନ୍ଯ ଶବ୍ଦ ସହିତ ବ୍ଯବହୃତ) — କାଳନ୍ଦୀ କେଳି—କରା ଜଗତ ଜୀବନ। କୃଷ୍ଣସିଂହ, ମହାଭାରତ, କର୍ଣ୍ଣ।
- ପ୍ରାଦେ. ବି — (ଗଞାମ)—କୋଚିଳା (ଦେଖ) — Kachiḻā (See)
- ପ୍ରାଦେ. ବି — (ସମ୍ବଲପୁର) (ସଂ. କରକା) କରକା; କୁଆପଥର — Hail stone
- ପ୍ରାଦେ. ବି — (ମେଦିନୀପୁର) ମେଦିନୀପୁର ଅଞ୍ଚଳର ଅନାର୍ଯ୍ୟ ଜାତିବିଶେଷ — A class of aborigines in Midnapur
- ପ୍ରାଦେ. ବି — (ଗଡ଼ଜାତ) କରାଖିଆ (ଦେଖ) — Karākhiā (See)
- ଦେ. ବି. (ବଙ୍ଗଳା ପ୍ରୟୋଗ) — କରିବା — Doing