କରସ୍ପର୍ଶନ Karasparṡana

  • ସଂ. ବି. ( 6 ଷ୍ଠୀ ତତ୍; କର+ ସ୍ପର୍ଶନ) — ନୃତ୍ୟରେ ଉତ୍ପ୍ଲୁତ— କରଣର 36 ଭେଦରୁ ଏକତମ; ନାଟୁଆମାନେ ଭାଙ୍ଗିବା ଏକ ପ୍ରକାରର ବନ୍ଧ (ଏଥିରେ ବେକକୁ ତଳକୁ କରି ଗୋଡ଼କୁ ପଛଆଡ଼ ବାଟେ ବୁଲାଇ ମୁଣ୍ଡ ଉପରକୁ ଆଣି କୁକ୍କୁଟାସନ ରଟନା କରି ଦୁଇ ହାତକୁ ଓଲଟାଇବାକୁ ହୁଏ। —ହି. ଶବ୍ଦସାଗର) — ନୃତ୍ୟରେ ଉତ୍ପ୍ଲୁତ— କରଣର36ଭେଦରୁ ଏକତମ; ନାଟୁଆମାନେ ଭାଙ୍ଗିବା ଏକ ପ୍ରକାରର ବନ୍ଧ (ଏଥିରେ ବେକକୁ ତଳକୁ କରି ଗୋଡ଼କୁ ପଛଆଡ଼ ବାଟେ ବୁଲାଇ ମୁଣ୍ଡ ଉପରକୁ ଆଣି କୁକ୍କୁଟାସନ ରଟନା କରି ଦୁଇ ହାତକୁ ଓଲଟାଇବାକୁ ହୁଏ —ହି. ଶବ୍ଦସାଗର)— A kind of athletic pose in the shape of a cock