କରହାଟ Karahāṭa
- ସଂ. ବି. (କରହ=ପଦ୍ମ+ଅଟଧାତୁ=ଗମନ କରିବା+କର୍ତ୍ତୃ. ଅ; କିମ୍ବା କର=ହସ୍ତ+ହଟ୍ ଧାତୁ=ଦୀପ୍ତି ପାଇବା+ ଅଧିକରଣ. ଅ) — ପଦ୍ମ ପ୍ରଭୃତିର ମୂଳ — The root of lotus
- ସଂ. ବି. (କରହ=ପଦ୍ମ+ଅଟଧାତୁ=ଗମନ କରିବା+କର୍ତ୍ତୃ. ଅ; କିମ୍ବା କର=ହସ୍ତ+ହଟ୍ ଧାତୁ=ଦୀପ୍ତି ପାଇବା+ ଅଧିକରଣ. ଅ) — ମଦନ ବୃକ୍ଷ (ଦେଖ) — Madana (tree) (See)
- ସଂ. ବି. (କରହ=ପଦ୍ମ+ଅଟଧାତୁ=ଗମନ କରିବା+କର୍ତ୍ତୃ. ଅ; କିମ୍ବା କର=ହସ୍ତ+ହଟ୍ ଧାତୁ=ଦୀପ୍ତି ପାଇବା+ ଅଧିକରଣ. ଅ) — ଦେଶବିଶେଷ (ମହାରାଷ୍ଟ୍ର ରାଜ୍ୟର ଅନ୍ତର୍ଗତ) — A country in Western India
- ସଂ. ବି. (କରହ=ପଦ୍ମ+ଅଟଧାତୁ=ଗମନ କରିବା+କର୍ତ୍ତୃ. ଅ; କିମ୍ବା କର=ହସ୍ତ+ହଟ୍ ଧାତୁ=ଦୀପ୍ତି ପାଇବା+ ଅଧିକରଣ. ଅ) — କରହାଟ ଦେଶୀୟ ବ୍ରାହ୍ମଣ — A Brāhmaṇa living in Karahāṭa country