କରାଚୀ Karāchī

  • ଦେ. ବି. (ନାମ) — ଭାରତର ପଶ୍ଚିମ ଉପକୂଳର ପ୍ରଧାନ ବନ୍ଦର ଓ ନଗର — Name of a city and a harbour in West India
  • ଦେ. ବି. (ନାମ) — [ଦ୍ର—ଏହା ସିନ୍ଧୁନଦର ଉତ୍ତର କୂଳରେ ଅବସ୍ଥିତ।]