କରଗ୍ରାହ Karagrāha
- ସଂ. ବିଣ. ପୁଂ. (କର+ଗ୍ରହ୍ ଧାତୁ+କର୍ତ୍ତୃ. ଅ) — ଯେ କର ଗ୍ରହଣ କରେ — Collecting revenue
- ସଂ. ବି — (ପାଣିଗ୍ରହଣକାରୀ)—ଭର୍ତ୍ତା; ପତି; ସ୍ୱାମୀ — Husband (who receives the hand of the bride in marriage.)
- ସଂ. ବି — ରାଜସ୍ୱ ଆଦାୟ କରିବା ବ୍ଯକ୍ତି — Collector of revenue; tax-collector