କରଗା Karagā

  • ବୈଦେ. ବି. (ଫା. କାରଗାହ୍) — ତନ୍ତୀମାନଙ୍କ ତନ୍ତ ତଳେ ଥିବା ଖାଲ — The low hole below the weaver's loom
  • ବୈଦେ. ବି. (ଫା. କାରଗାହ୍) — [ଦ୍ର—ତନ୍ତରେ ଲୁଗା ବୁଣିଲାବେଳେ ତନ୍ତୀ ଏ ଖାଲ ମଧ୍ୟକୁ ଗୋଡ଼ ଲମ୍ବାଇ କରି ବସେ।]