କରଙ୍କବାହୀ Karaṅkabāhī

  • ସଂ. ବିଣ. ପୁଂ. (କରଙ୍କ ବହ୍+ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ରାଜାଙ୍କ ସଙ୍ଗେ ତାମ୍ବୂଳପାତ୍ର ବା ପିକଦାନୀ ଧରି ଯାଉଥିବା (ଭୃତ୍ୟ) — (the servant) Carrying the betel-pot or spittoon with kings