କରକୋଷ୍ଠୀ Karakoshṭhī

  • ସଂ. ବି—( 6 ଷ୍ଠୀ ତତ୍; କର+କୋଷ୍ଠୀ) କରତଳସ୍ଥ ରେଖାଚୟ, ଯହିଁରୁ ମନୁଷ୍ୟର ଭାଗ୍ୟ ଗଣନା କରାଯାଏ — The lines on the palm of the hand from which a man's lot can be cast and his future foretold