କରଗତ Karagata
- ସଂ. ବିଣ. ( 2 ୟା ତତ୍; କର+ଗତ) — ହସ୍ତଗତ; ହାତକୁ ଆସିଥିବା — Come to the hand
- ସଂ. ବିଣ. ( 2 ୟା ତତ୍; କର+ଗତ) — ପ୍ରାପ୍ତ — Received; obtained; attained
- ସଂ. ବିଣ. ( 2 ୟା ତତ୍; କର+ଗତ) — ଅକ୍ତିଆରକୁ ଅଣା ଯାଇଥିବା; ଆୟତ୍ତ; ବଶୀଭୁତ — Brought under control; suborned
- ସଂ. ବିଣ. ( 2 ୟା ତତ୍; କର+ଗତ) — ପରାଜିତ — Subdued