କମ୍ପୁ Kampu

  • ବୈଦେ. ବି. (ଇଂ. କାମ୍ପ୍) — ତମ୍ବୁ; ରାଉଟି — Tent
  • ବୈଦେ. ବି. (ଇଂ. କାମ୍ପ୍) — ସେନାନିବାସ; ଛାଉଣି; ପଲଟଣଙ୍କ ରହିବା ଡେରା — Camp; cantonment; barracks for soldiers