କମ୍ପୋଜିଟର୍ Kampojiṭar

  • ବୈଦେ. ବି. (ଇଂ) — ମୁଦ୍ରାଯନ୍ତ୍ରର ଯେଉଁ କର୍ମଚାରୀ ଛାପା ନିମନ୍ତେ ଅକ୍ଷରବିନ୍ୟାସ କରି ଟାଇପ୍ ଯୋଡ଼ନ୍ତି — The compositor of a printing press