କମ୍ପିତ Kampita
- ସଂ. ବିଣ.—(କମ୍ପ୍ ଧାତୁ=କର୍ତ୍ତୃ. ତ) — କମ୍ପଯୁକ୍ତ — Trembling; shivering
- ସଂ. ବିଣ.—(କମ୍ପ୍ ଧାତୁ=କର୍ତ୍ତୃ. ତ) — ଆନ୍ଦୋଳିତ — Moving to and fro
- ସଂ. ବିଣ.—(କମ୍ପ୍ ଧାତୁ=କର୍ତ୍ତୃ. ତ) — (+କର୍ମ. ତ)—ଚାଳିତ — Caused to move to and fro
- ସଂ. ବିଣ.—(କମ୍ପ୍ ଧାତୁ=କର୍ତ୍ତୃ. ତ) — ଭୀତ; ଭୟତ୍ରସ୍ତ — Shaking with fear; frightened with terror; terrified
- ସଂ. ବି. (+ଭାବ. ତ) — ଚାଳନ; କମ୍ପନ — Tremor; vibration