କମ୍ପାନୀ ବାହାଦୁର Kampāni bāhādur

  • ବୈଦେ. (ଇଂ. କମ୍ପାନି ଓ. ଫା. ବହାଦୁର) ବି. — ଭାରତକୁ ଅଧିକାର କରିଥିବା ଇଷ୍ଟ୍ ଇଣ୍ଡିଆ — କମ୍ପାନୀଙ୍କର ଭାରତରେ ଡାକ ନାମ—Popular name of the East India Company (in India)