କମ୍ପାନୀ କାଗଜ Kampānī kāgaja

  • ବୈଦେ. ବି.—(ଇଂ. କମ୍ପାନୀ+ଆ. କାଗଜ୍) — ଗଭର୍ଣ୍ଣମେଣ୍ଟଙ୍କ ଦ୍ୱାରା ପ୍ରବର୍ତ୍ତିତ ପ୍ରମିସେରୀ ନୋଟ୍ — Government promissory notes