କମ୍ପୋଜ୍ Kampoj

  • ବୈଦେ. ବି. (ଇଂ. କମ୍ପୋଜ୍) — ଛାପାଖାନାରେ ସିସା ଟାଇପ୍ମାନ ସଜ୍ଜିତ କରି ଅକ୍ଷର ଯୋଡ଼ିବା କର୍ମ — Composing (in printing)