କପୂୟ Kapūya

  • ସଂ. ବିଣ (କ=କୁତ୍ସିତ+ପୂୟ ଧାତୁ=ଦୁର୍ଗନ୍ଧ ହେବା+କର୍ତ୍ତୃ. ଅ) — କୁତ୍ସିତ — Ugly
  • ସଂ. ବିଣ (କ=କୁତ୍ସିତ+ପୂୟ ଧାତୁ=ଦୁର୍ଗନ୍ଧ ହେବା+କର୍ତ୍ତୃ. ଅ) — ନିନ୍ଦ୍ଯ — Blameworthy