କପୀନ୍ଦ୍ର Kapīndra

  • ସଂ. ବି.—( 7 ମୀ ତତ୍; କପି+ଇନ୍ଦ୍ର=ଶ୍ରେଷ୍ଠ) — ମାଙ୍କଡ଼ମାନଙ୍କ ରାଜା; କପିଶ୍ରେଷ୍ଠ — King of monkeys; the chief amongst monkeys
  • ସଂ. ବି.—( 7 ମୀ ତତ୍; କପି+ଇନ୍ଦ୍ର=ଶ୍ରେଷ୍ଠ) — ହନୁମାନ୍ — Hanumān; the devotee of Ṡrīrāma
  • ସଂ. ବି.—( 7 ମୀ ତତ୍; କପି+ଇନ୍ଦ୍ର=ଶ୍ରେଷ୍ଠ) — ସୁଗ୍ରୀବ — Sugrība
  • ସଂ. ବି.—( 7 ମୀ ତତ୍; କପି+ଇନ୍ଦ୍ର=ଶ୍ରେଷ୍ଠ) — ବାଳୀ — Bāḻī