କପୂର ଆଳତି Kapūra āḻati

  • ଦେ. ବି. (ସଂ. କର୍ପୂର+ଆରାତ୍ରିକ) — କପୂର ଜାଳି ସେହି ଆଲୋକରେ ଦେବତାଙ୍କ ଆଗରେ କରାଯିବା ଆରତି — Ceremonial waving of a lighted bit of camphor before a Deity