କପୂର କାନ୍ତି Kapūra kānti

  • ଦେ. ବି — ଏକପ୍ରକାର କର୍ପୂର ସୁଗନ୍ଧଯୁକ୍ତ ପାନ — A species of camphor-scented betel leaf
  • ଦେ. ବି — [ଦ୍ର—ଏ ପାନ ବଙ୍ଗଦେଶରେ ଜନ୍ନେ; ଏଥିରେ ଈଷତ୍ କପୂର ଗନ୍ଧ ଅଛି।]
  • ଦେ. ବି — ଏକ ପ୍ରକାର ଧାନ — A kind of paddy
  • ଦେ. ବି — [ଦ୍ର—ଏଥିର ଧାନ ସରୁ ଓ ଚାଉଳ ସୁଗନ୍ଧ ଓ ସ୍ୱାଦୁ ଅଟେ।]