କନ୍ୟକା Kanyakā
- ସଂ. ବି. ସ୍ତ୍ରୀ. (କନ୍ଯା+ସ୍ୱାର୍ଥେ କ+ଆ) — 1 କନ୍ଯା; ପୁତ୍ରୀ; ଝୁଅ — 1କନ୍ଯା; ପୁତ୍ରୀ; ଝୁଅ—1. Daughter
- ସଂ. ବି. ସ୍ତ୍ରୀ. (କନ୍ଯା+ସ୍ୱାର୍ଥେ କ+ଆ) — କୁମାରୀ; ଅବିବାହିତା ବାଳିକା — Virgin; maiden; unmarried girl
- ସଂ. ବି. ସ୍ତ୍ରୀ. (କନ୍ଯା+ସ୍ୱାର୍ଥେ କ+ଆ) — ନବବିବାହିତା ବାଳିକା — Bride recently, married
- ସଂ. ବି. ସ୍ତ୍ରୀ. (କନ୍ଯା+ସ୍ୱାର୍ଥେ କ+ଆ) — ବାଳିକା — Girl
- ସଂ. ବି. ସ୍ତ୍ରୀ. (କନ୍ଯା+ସ୍ୱାର୍ଥେ କ+ଆ) — ଦଶବର୍ଷବୟସ୍କା ଅବିବାହିତା କୁମାରୀ — Unmarried girl aged ten years; a girl in her 10th year
- ସଂ. ବି. ସ୍ତ୍ରୀ. (କନ୍ଯା+ସ୍ୱାର୍ଥେ କ+ଆ) — [ଦ୍ର—କନ୍ଯକା ସମ୍ବନ୍ଧେ ସ୍ମୃତିବଚନ
- ସଂ. ବି. ସ୍ତ୍ରୀ. (କନ୍ଯା+ସ୍ୱାର୍ଥେ କ+ଆ) — ଅଷ୍ଟବର୍ଷା ଭବେତ୍ ଗୌରୀ, ନବବର୍ଷା ଚ ରୋହିଣୀ ଦଶମେ କନ୍ଯକା ପ୍ରୋକ୍ତା ଅତଊର୍ଦ୍ଧ୍ୱଂ ରଜସ୍ୱଳା— ଶବ୍ଦକଳ୍ପଦ୍ରୁମ।]
- ସଂ. ବି. ସ୍ତ୍ରୀ. (କନ୍ଯା+ସ୍ୱାର୍ଥେ କ+ଆ) — କୁମାରିକାଅନ୍ତରୀପ ଓ ତନ୍ନିକଟବର୍ତ୍ତୀ ଦେଶ — Cape Comorin and the neghbouring country
- ସଂ. ବି. ସ୍ତ୍ରୀ. (କନ୍ଯା+ସ୍ୱାର୍ଥେ କ+ଆ) — କର୍ଣ୍ଣାଟ ମରିଚ ପୂଗ କନ୍ଯକାର ଏକା— ନୀଳକଣ୍ଠ ପ୍ରଣୟନୀ. 4 ର୍ଥ ସର୍ଗ। — କର୍ଣ୍ଣାଟ ମରିଚ ପୂଗ କନ୍ଯକାର ଏକା— ନୀଳକଣ୍ଠ ପ୍ରଣୟନୀ.4ର୍ଥ ସର୍ଗ
- ସଂ. ବି. ସ୍ତ୍ରୀ. (କନ୍ଯା+ସ୍ୱାର୍ଥେ କ+ଆ) — ଅଳଙ୍କାରଶାସ୍ତ୍ରରେ ନାୟିକାବିଶେଷ — A class of heroines in dramas
- ସଂ. ବି. ସ୍ତ୍ରୀ. (କନ୍ଯା+ସ୍ୱାର୍ଥେ କ+ଆ) — କନ୍ଯା ରାଶି — One of the solar mansions in Hindu astronomy; the Virgo
- ଦେ. ବି. (ସଂ. କାନ୍ଯକୁବ୍ଜ) — ଦେଶବିଶେଷ; କନ୍ଯକୁବ୍ଜ— Name of a country.