କନ୍ଧୁଅ କରିବା Kandhua karibā

  • ଗ୍ରା. କ୍ରି — ଶିଶୁ ଆଦିକୁ କାନ୍ଧରେ ବସାଇ ବହନ କରିବା; କାନ୍ଧେଇ କରି ବୋହିବା; କାନ୍ଧେଇବା — To carry a child or young person by making him ride on one's shoulders