କନ୍ୟକାସ୍ତମ୍ଭ Kanyakāstambha

  • ସଂ. ବି. (ଶିଳ୍ପକଳାରେ ବ୍ଯବହୃତ ଶବ୍ଦ) — ଦେଉଳ, ମଣ୍ଡପ ପ୍ରଭୃତିରେ ଖମ୍ବ ସ୍ତ୍ରୀ ମୂର୍ତ୍ତିପରି ନିର୍ମିତ କାଠ ବା ପଥରର ଖୁମ୍ବ (ଏହା ଦେଉଳ ଓ ମଣ୍ଡପରେ ଲାଗିଥାଏ) — A pillar sculptured in the shape of a woman and used in temples