କନ୍ୟକୁବ୍ଜ Kanyakubja
- ସଂ. ବି. (ନାମ) — (କନ୍ଯା+କୁବ୍ଜ; ଏଠାର ରାଜା କୁଶନାଭଙ୍କ ଶତକନ୍ଯାଙ୍କୁ ବାୟୁଦେବ ସହବାସ କରିବାକୁ ଇଚ୍ଛା କରନ୍ତେ ସେମାନେ ଏ ପ୍ରସ୍ତାବରେ ସ୍ୱୀକୃତ ନ ହେବାରୁ ବାୟୁଙ୍କ ଅଭିଶାପରେ ଶତକନ୍ଯା କୁଜୀ ହୋଇ ଯାଇଥିବାରୁ ଏହି ନାମ— ରାମାୟଣ ଆଦିକାଣ୍ଡ 32 )—ଗଙ୍ଗାନଦିର ଉପନଦୀ କାଳୀ ନଦୀ କୂଳରେ ଅବସ୍ଥିତ ଉତ୍ତରପଶ୍ଚିମଭାରତର ପ୍ରାଚୀନ ନଗରୀ (ଆଧୁନିକ ଫରକ୍କବାଦ ଜିଲ୍ଲା) — (କନ୍ଯା+କୁବ୍ଜ; ଏଠାର ରାଜା କୁଶନାଭଙ୍କ ଶତକନ୍ଯାଙ୍କୁ ବାୟୁଦେବ ସହବାସ କରିବାକୁ ଇଚ୍ଛା କରନ୍ତେ ସେମାନେ ଏ ପ୍ରସ୍ତାବରେ ସ୍ୱୀକୃତ ନ ହେବାରୁ ବାୟୁଙ୍କ ଅଭିଶାପରେ ଶତକନ୍ଯା କୁଜୀ ହୋଇ ଯାଇଥିବାରୁ ଏହି ନାମ— ରାମାୟଣ ଆଦିକାଣ୍ଡ32)—ଗଙ୍ଗାନଦିର ଉପନଦୀ କାଳୀ ନଦୀ କୂଳରେ ଅବସ୍ଥିତ ଉତ୍ତରପଶ୍ଚିମଭାରତର ପ୍ରାଚୀନ ନଗରୀ (ଆଧୁନିକ ଫରକ୍କବାଦ ଜିଲ୍ଲା)— Name of an ancient city of great note in N.W. India (the modern district of Farrukhabad) (M.W.)