କନ୍ଭୋକେସନ୍ Kanbhokesan

  • ବୈଦେ. ବି. (ଇଂ. କନଭୋକେସନ୍) — ଧର୍ମଯାଜକ ବା ଧର୍ମାଧ୍ୟକ୍ଷମାନଙ୍କ ସଭା — An ecclesiastical assembly
  • ବୈଦେ. ବି. (ଇଂ. କନଭୋକେସନ୍) — ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ସଭା — An academical assembly