କନ୍ଦ Kanda
- ସଂ. ବି. (କନ୍ଦ୍ ଧାତୁ=ଆର୍ଦ୍ର ହେବା+କର୍ମ. ଅ) — କନ୍ଦମୂଳ; ଖାଦ୍ୟମୂଳବିଶେଷ — A Sweet edible root-bulb
- ସଂ. ବି. (କନ୍ଦ୍ ଧାତୁ=ଆର୍ଦ୍ର ହେବା+କର୍ମ. ଅ) — ଗୋଲ ବା ଲମ୍ବ ମୂଳ — Long or bulbuous root
- ସଂ. ବି. (କନ୍ଦ୍ ଧାତୁ=ଆର୍ଦ୍ର ହେବା+କର୍ମ. ଅ) — (କଂ=ଜଳ+ଦା ଧାତୁ+କର୍ତ୍ତୃ. ଅ)—ମେଘ — Cloud
- ସଂ. ବି. (କନ୍ଦ୍ ଧାତୁ=ଆର୍ଦ୍ର ହେବା+କର୍ମ. ଅ) — ସକରକନ୍ଦ (ଦେଖ) — Sakarakanda (See)
- ସଂ. ବି. (କନ୍ଦ୍ ଧାତୁ=ଆର୍ଦ୍ର ହେବା+କର୍ମ. ଅ) — ଓଲୁଅ — Arum
- ସଂ. ବି. (କନ୍ଦ୍ ଧାତୁ=ଆର୍ଦ୍ର ହେବା+କର୍ମ. ଅ) — କର୍ପୂର — Camphor
- ସଂ. ବି. (କନ୍ଦ୍ ଧାତୁ=ଆର୍ଦ୍ର ହେବା+କର୍ମ. ଅ) — ଯୋନିରୋଗବିଶେଷ; ସ୍ତ୍ରୀଲୋକମାନଙ୍କର ପଦ୍ମ ବାହାରି— ପଡ଼ିବା ରୋଗ — Prolapsus uteria; a female disease consisting of the unterus coming out at the vagina
- ସଂ. ବି. (କନ୍ଦ୍ ଧାତୁ=ଆର୍ଦ୍ର ହେବା+କର୍ମ. ଅ) — ନଡ଼ିଆ ପ୍ରଭୃତି ଗଛର କଢ଼ର କୋମଳତମ ଅଂଶ — Softest part of a tree of the cocoanut species whence new branches come out
- ଦେ. ବି — ଅସଭ୍ୟ ଅନାର୍ଯ୍ୟ ଜାତିବିଶେଷ; କନ୍ଧ ଜାତି — A non-Aryan tribe inhabiting the Ganjam and Orissa-Hills
- ଦେ. ବି — ନବାତ; ଗୁଡ଼ବିକାର — Refined molasses; brown sugar
- ଦେ. ବି — କନ୍ଦର — Cave
- ଦେ. ବି — କୈଳାଶ ଗିରି କନ୍ଦେ ଯାଇ, ରହିଲେ ଦିଗାମ୍ବର ହୋଇ। ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ।