କନ୍ଥାଧାରୀ ବୈଷ୍ଣବ Kanthādhārī ba̲i̱shṇaba

  • ସଂ. ବି — ଦେହରେ କନ୍ଥା ଧାରଣ କରିଥିବା ବୈଷ୍ଣବସମ୍ପ୍ରଦାୟବିଶେଷ — A sect of Ba̲i̱shṇabas who wear torn rags sewn together or patched garment