କନ୍ଥା Kanthā
- ସଂ. ବି. ସ୍ତ୍ରୀ—(କୁନ୍ଥ ଧାତୁ= ଶିଷ୍ଟ ହେବା+ଆ. ନିପାତନ; ଅଥବା କମ୍ ଧାତୁ=ଅଭିଳାଷ କରିବା+କର୍ମ. ଅନ୍) — କନା — Rag
- ସଂ. ବି. ସ୍ତ୍ରୀ—(କୁନ୍ଥ ଧାତୁ= ଶିଷ୍ଟ ହେବା+ଆ. ନିପାତନ; ଅଥବା କମ୍ ଧାତୁ=ଅଭିଳାଷ କରିବା+କର୍ମ. ଅନ୍) — ଦରିଦ୍ର ପିନ୍ଧେ ଛିଣ୍ଡା କନ୍ଥା, ଅନ୍ଧକୁ ନ ଦିଶଇ ପନ୍ଥା। ମଧୁସୂଦନ. ବର୍ଣ୍ଣବୋଧ।
- ସଂ. ବି. ସ୍ତ୍ରୀ—(କୁନ୍ଥ ଧାତୁ= ଶିଷ୍ଟ ହେବା+ଆ. ନିପାତନ; ଅଥବା କମ୍ ଧାତୁ=ଅଭିଳାଷ କରିବା+କର୍ମ. ଅନ୍) — ଛିଣ୍ଡା ଲୁଗାକୁ ଏକତ୍ର ସିଲାଇ କରି କରା ଯାଇଥିବା ଶୀତ— ବସ୍ତ୍ର; ଶେଯ ବା ଆଛାଦନବିଶେଷ; ଗୋଦଡ଼ୀ — A quilt or wrapper made of rags sewn or patched together
- ସଂ. ବି. ସ୍ତ୍ରୀ—(କୁନ୍ଥ ଧାତୁ= ଶିଷ୍ଟ ହେବା+ଆ. ନିପାତନ; ଅଥବା କମ୍ ଧାତୁ=ଅଭିଳାଷ କରିବା+କର୍ମ. ଅନ୍) — ମାଟି କାନ୍ଥ — Earthen wall; mud-wall
- ସଂ. ବି. ସ୍ତ୍ରୀ—(କୁନ୍ଥ ଧାତୁ= ଶିଷ୍ଟ ହେବା+ଆ. ନିପାତନ; ଅଥବା କମ୍ ଧାତୁ=ଅଭିଳାଷ କରିବା+କର୍ମ. ଅନ୍) — ତାଳି ପଡ଼ିଥିବା ଚିରା ଲୁଗା — Patched torn cloth
- ସଂ. ବି. ସ୍ତ୍ରୀ—(କୁନ୍ଥ ଧାତୁ= ଶିଷ୍ଟ ହେବା+ଆ. ନିପାତନ; ଅଥବା କମ୍ ଧାତୁ=ଅଭିଳାଷ କରିବା+କର୍ମ. ଅନ୍) — ବୈଷ୍ଣବମାନେ ଦେହରେ ଘୋଡ଼ି ହୋଇଥିବା ଗୋଦଡ଼ୀ — Patched garment of anchorites
- ସଂ. ବି. ସ୍ତ୍ରୀ—(କୁନ୍ଥ ଧାତୁ= ଶିଷ୍ଟ ହେବା+ଆ. ନିପାତନ; ଅଥବା କମ୍ ଧାତୁ=ଅଭିଳାଷ କରିବା+କର୍ମ. ଅନ୍) — ଦିଗର ବସନ କନ୍ଥା ଗଳେ ଚୀର କୂଟ। ସାରଳା. ମହାଭାରତ।