କନ୍ଥଡ଼ା Kanthaṟḍ̠ā
- ଦେ. ବି. (ସଂ. କନ୍ଥା) — ଗୁଡ଼ିଏ ଚିରା କନା ବା ଜୀର୍ଣ୍ଣ ବସ୍ତ୍ର ଏକତ୍ର ଯୋଡ଼ି ସିଲାଇ ହୋଇ ପ୍ରସ୍ତୁତ ହୋଇଥିବା ଶେଯ — Quilt made of rags sewn together
- ଦେ. ବି. (ସଂ. କନ୍ଥା) — ଗୁଡ଼ିଏ ଚିରା କନାର ସମଷ୍ଟି — A collection of rags
- ଦେ. ବିଣ — କନ୍ଥାରେ ପରିଣତ — Reduced to rags
- ଦେ. ବିଣ — କନ୍ଥାନିର୍ମିତ — Made of rags