କନ୍ଦ ପାଗ Kanda pāga

  • ଦେ. ବି. — (କନ୍ଦ+ପାଗ) କନ୍ଦକୁ ପାଣିରେ ପକାଇ ନିଆଁରେ ପାକ କରି ସେଥିରେ ଖଇକୁ ଖରଡ଼ି କନ୍ଦ ଉଖୁଡ଼ା ତିଆର କରିବାର ପ୍ରଣାଳୀ — Mode of seasoning fried paddy with sugar-syrup