କଣୀ Kaṇi

  • ସଂ. ବି. ସ୍ତ୍ରୀ—(କଣ ଧାତୁ=ସଂକ୍ଷେପ କରିବା+ଅ+ସ୍ତ୍ରୀ. ଈ) — ବସ୍ତୁର ଅତି କ୍ଷୁଦ୍ର ଅଂଶ — Atom; small particle
  • ସଂ. ବି. ସ୍ତ୍ରୀ—(କଣ ଧାତୁ=ସଂକ୍ଷେପ କରିବା+ଅ+ସ୍ତ୍ରୀ. ଈ) — କୁମ୍ଭୀର ମକ୍ଷିକା — A kind of fly
  • ଦେ. ବି. — କଣି (ଦେଖ) — Kaṇi (See)