କଣିକା Kaṇikā

  • ସଂ. ବି. (କଣ+ସ୍ୱାର୍ଥ. କ+ସ୍ତ୍ରୀ. ଆ) — ଏକ କଣା ମାତ୍ର — One grain only
  • ସଂ. ବି. (କଣ+ସ୍ୱାର୍ଥ. କ+ସ୍ତ୍ରୀ. ଆ) — ଲବେ ମାତ୍ର — An atom
  • ସଂ. ବି. (କଣ+ସ୍ୱାର୍ଥ. କ+ସ୍ତ୍ରୀ. ଆ) — କ୍ଷୁଦ୍ର ଅଂଶ — Small particle
  • ସଂ. ବି. (କଣ+ସ୍ୱାର୍ଥ. କ+ସ୍ତ୍ରୀ. ଆ) — ଜୟନ୍ତୀ ବା ଅଗବଥୁ ଗଛ — A medicinal tree
  • ଦେ. ବି. — ବାଉଁଶର ପ୍ରଶାଖା; କଣି — Small bamboo-shoot
  • ପ୍ରାଦେ. (ଗଡ଼ଜାତ) ବି. — ଚାଳ ପବନରେ ଉଡ଼ି ନ ଯିବ ବୋଲି ଯେଉଁ ବାଉଁଶ କଣି ଚାଳ ଉପରେ ଏବଂ ଜହ୍ନି କାକୁଡ଼ି ରଞ୍ଜା ଭାଡ଼ିରେ ଦିଆ ଯାଏ — Bamboo twigs spread over thatches and trellises