କଣୀଚି Kaṇīchi

  • ସଂ. ବି. (କଣ ଧାତୁ=ମୁଦ୍ରିତ କରିବା+ସଂଜ୍ଞାର୍ଥେ ଈଚି) — ଗୁଞ୍ଜା; କାଇଁଚ — A bright-red pea-like seed contained in a pod from a creeper
  • ସଂ. ବି. (କଣ ଧାତୁ=ମୁଦ୍ରିତ କରିବା+ସଂଜ୍ଞାର୍ଥେ ଈଚି) — ଶବ୍ଦ — Sound