କଣୁଆଭଣୁଆ Kaṇuābhaṇuā

  • ଦେ. ବି. (ସଂ. କୋଣ+ବନ) — ପଡ଼ିଆ ବା ଅନାବାଦୀ ଜମି — Fallow land; waste land
  • ଦେ. ବି. (ସଂ. କୋଣ+ବନ) — (ଯଥା—ଅନଙ୍ଗଭୀମଦେବଙ୍କ ଅମଳରେ ରାଜ୍ୟର ମୋଟ ଜମିର ପରିମାଣ 62 ଲକ୍ଷ 28 ହଜାର ବାଟି ଥିଲା। ଏଥିରୁ କଣୁଆଭଣୁଆ, ନଦୀ, ପର୍ବତ ପ୍ରଭୃତି 14 ଲକ୍ଷ 80 ହଜାର ବାଟି ଯାଇ ଅବଶିଷ୍ଟ 47 ଲକ୍ଷ 48 ହଜାର ବାଟିରୁ ରାଜସ୍ୱ ଆଦାୟ ହେଉଥିଲା— ମାଦଳାପାଞ୍ଜି।) — (ଯଥା—ଅନଙ୍ଗଭୀମଦେବଙ୍କ ଅମଳରେ ରାଜ୍ୟର ମୋଟ ଜମିର ପରିମାଣ62ଲକ୍ଷ28ହଜାର ବାଟି ଥିଲା ଏଥିରୁ କଣୁଆଭଣୁଆ, ନଦୀ, ପର୍ବତ ପ୍ରଭୃତି14ଲକ୍ଷ80ହଜାର ବାଟି ଯାଇ ଅବଶିଷ୍ଟ47ଲକ୍ଷ48ହଜାର ବାଟିରୁ ରାଜସ୍ୱ ଆଦାୟ ହେଉଥିଲା— ମାଦଳାପାଞ୍ଜି)