କଣିକ Kaṇika

  • ସଂ. ବି. (କଣ+ବବିଦ୍ଯମାନିଦ୍ୟମାନ ଅର୍ଥରେ ଇକ) — କଣା — Particle
  • ସଂ. ବି. (କଣ+ବବିଦ୍ଯମାନିଦ୍ୟମାନ ଅର୍ଥରେ ଇକ) — ଅତି ସୂକ୍ଷ୍ମାଂଶ — Atom
  • ସଂ. ବି. (କଣ+ବବିଦ୍ଯମାନିଦ୍ୟମାନ ଅର୍ଥରେ ଇକ) — ମଇଦା; ଗୋଧୂମଚୂର୍ଣ୍ଣ; ଶସ୍ୟଚୂନା — Flour; corn-flour
  • ସଂ. ବି. (କଣ+ବବିଦ୍ଯମାନିଦ୍ୟମାନ ଅର୍ଥରେ ଇକ) — ଶତ୍ରୁ — Enemy
  • ସଂ. ବି. (କଣ+ବବିଦ୍ଯମାନିଦ୍ୟମାନ ଅର୍ଥରେ ଇକ) — ନୀରାଜନ ବିଧି; ଆରତି — Waving of a lamp before a Deity or a respectable person as a rite of worship