କଇବ୍ରତ Kaibrata

  • ଗ୍ରା. ବି. (ସଂ. କୈବର୍ତ୍ତ) — କୈବର୍ତ୍ତ (ଦେଖ) — Ka̲i̱bartta (See)
  • ଗ୍ରା. ବି. (ସଂ. କୈବର୍ତ୍ତ) — ଯୋନି ହୋଇଲା ଜାଲମତ। କାମଦେବତା କଇବ୍ରତ। ପ୍ରାଚୀ, ନିର୍ଗୁଣ ମାହାତ୍ମ୍ୟ।