କଇରବ Kairaba

  • ଗ୍ରା ପଦ୍ଯ. ବି. (ସଂ. କୈରବ) — କୁମୁଦ; କଇଁ — Water-lily
  • ଗ୍ରା ପଦ୍ଯ. ବି. (ସଂ. କୈରବ) — କଇରବହାସୀ ମନୋହରବେଶୀ ବର୍ତ୍ତୁଳ ତୁଙ୍ଗ ସୁସ୍ତନା ମଧୁକରକେଶୀ ବୀଣାଜିଣାଭାଷୀ ମତ୍ତମରାଳଚମନା। ବିଶ୍ୱନାଥ, ବିଚିତ୍ରରାମାୟଣ।