କଇଁରୀ କଣ୍ଟିଆ Kaiñrī kaṇṭiā

  • ପ୍ରାଦେ. (ଗଡ଼ଜାତ ଓ ସମ୍ବଲପୁର ବି. (ସଂ. କପିଳ ଓ କଣ୍ଟକ) — କପିଳବର୍ଣ୍ଣର ଛୋଟ କଙ୍କଡ଼ାବିଛା — A small grey scorpion
  • ପ୍ରାଦେ. (ଗଡ଼ଜାତ ଓ ସମ୍ବଲପୁର ବି. (ସଂ. କପିଳ ଓ କଣ୍ଟକ) — [ଦ୍ର—ଏହାର ନାହୁଡ଼ ଅତି ବିଷାକ୍ତ ଓ ଦଂଶନ ଅତି ଯନ୍ତ୍ରଣାଦାୟକ।]