କଇଫିଅତି Kaiphiati
- ବୈଦେ. ବି. (ଆ. କୈଫିୟତ୍) — କଇଫତ୍ (ଦେଖ) — Kaiphat (See)
- ବୈଦେ. ବିଣ. (ଆ) — ଯାହା ସମ୍ବନ୍ଧେ କୈଫିୟତ ଦେବାକୁ ପଡ଼େ — Requiring explanation
- ବୈଦେ. ବିଣ. (ଆ) — (ଯଥା—ଯେଉଁ ମକଦ୍ଦମାମାନ ଦାଏର ହେବା ସମୟରୁ ଏକ ବର୍ଷ ମଧ୍ୟରେ ଫଏସଲ୍ ନ ହୁଏ ସେଗୁଡ଼ିକ କଇଫିଅତି ମକଦ୍ଦମା।)