କଇଁବେଣ୍ଟ Kaiñbeṇṭa

  • ଦେ. ବି. (ସଂ. କୁମୁଦ + ବୃନ୍ତ) — କଇଁ ଫୁଲର ଗୋଲାକାର ବୀଜକୋଷ (ଏଥି ମଧ୍ୟରେ ସୋରିଷପରି ଛୋଟ ଛୋଟ ଅନେକଗୁଡ଼ିଏ ମଞ୍ଜି ଥାଏ। ଏହି ମଞ୍ଜିଗୁଡ଼ିକ ଭାଜି ଖଇ ରୂପେ ଖିଆ ଯାଏ। ଏହା କଇଁଫୁଲର ଫଳ ଅଟେ) — The fruits of the water-lily
  • ଦେ. ବି. (ସଂ. କୁମୁଦ + ବୃନ୍ତ) — କଇଁଫୁଲର ବୀଜକୋଷ ମଧ୍ୟରେ ଥିବା ମଞ୍ଜି — The seeds of the water-lily