ଔଲୂକ୍ୟ A̲u̲lūkya
- ସଂ. ବି. (ନାମ) (ଉଲୂକ=ପେଚକ+ସାଦୃଶ୍ୟାର୍ଥେ. ଯ) — ବୈଶେଷିକ ଦର୍ଶନଶାସ୍ତ୍ର ପ୍ରଣେତା କଣାଦ — Kaṇāda sage; the founder of the Ba̲i̱ṡeshika system of Hindu philosophy
- ସଂ. ବି. (ନାମ) (ଉଲୂକ=ପେଚକ+ସାଦୃଶ୍ୟାର୍ଥେ. ଯ) — କଣାଦପ୍ରଣୀତ ଦର୍ଶନଶାସ୍ତ୍ର — Kaṇāda's system of Ba̲i̱ṡeshika-philosophy