ଔଶୀର A̲u̲ṡīra

  • ସଂ. ବିଣ. (ଉଶୀର+ଭାବ. ଅ) — ବେଣାମୂଳରେ ନିର୍ମିତ — Made of the root of Beṇā grass
  • ସଂ. ବି — ଚାମରଦଣ୍ଡ — The handle of a Chāmara or fan
  • ସଂ. ବି — ବେଣାମୂଳତିଆରି ପଟି ବା ପରଦା — A screen made of the roots of Beṇā grass
  • ସଂ. ବି — ଶଯ୍ୟା; ବିଛଣା — Bed
  • ସଂ. ବି — ଚଉକି; ଆସନ — Chair; a seat