ଔର୍ଦ୍ଧ୍ୱଦେହିକ A̲u̲rddhwadehika

  • ସଂ. ବିଣ. (ଊର୍ଦ୍ଧ୍ୱଦେହ+ସମ୍ବନ୍ଧାର୍ଥେ. ଇକ) — ଅନ୍ତ୍ୟେଷ୍ଟିସମ୍ବନ୍ଧୀୟ; ପ୍ରେତକୃତ୍ୟ — Funeral; due to a person during the first year of his death
  • ସଂ. ବି — ଦେହଧ୍ୱଂସ ପରେ କରାଯିବା ଦାହତର୍ପଣାଦି କର୍ମ; ଅନ୍ତ୍ୟେଷ୍ଟିକ୍ରିୟା; ପ୍ରେତକୃତ୍ୟ; ଅଗ୍ନିସଂସ୍କାରାଦି — Funeral ceremonies or rites; obsequies