ଔର୍ବଶେୟ A̲u̲rbaseya

  • ସଂ. ବି. ପୁଂ. (ଉର୍ବଶୀ+ଅପତ୍ୟାର୍ଥେ. ଏୟ) — ଉର୍ବଶୀ ପୁତ୍ର; ଅଗସ୍ତ୍ୟଋଷି — The sage Agastya, son of Urbaṡī (one of the heavenly nymphs)