ଔଶନସ A̲u̲ṡanasa

  • ସଂ. ବି. (ଉଶନସ୍=ଶୁକ୍ରାଚାର୍ଯ୍ୟ+ଅ) — ଶୁକ୍ରାଚାର୍ଯ୍ୟ ପ୍ରଣୀତ ଦଣ୍ଡନୀତି — Political Economy of Sukrāchārj̄ya
  • ସଂ. ବି. (ଉଶନସ୍=ଶୁକ୍ରାଚାର୍ଯ୍ୟ+ଅ) — ଧର୍ମଶାସ୍ତ୍ରୀ — Scripture
  • ସଂ. ବିଣ — ଉଶନସ୍ ସମ୍ବନ୍ଧୀୟ — Relating to Usanas