ଓଲଟକମଳ Olaṭakamaḻi
- ଦେ. ବି. (ସଂ. ନାମ ପୀବରୀ; ଯୋଷିନୀ) — ବୃକ୍ଷ ଓ ପୁଷ୍ପବିଶେଷ — The name of a plant; Abroma Augusta
- ଦେ. ବି. (ସଂ. ନାମ ପୀବରୀ; ଯୋଷିନୀ) — [ଦ୍ର—ଛୋଟ ବୃକ୍ଷ ଭାରତର ପଶ୍ଚିମାଞ୍ଚଳ ଛଡା ଅନ୍ୟ ସବୁ ସ୍ଥାନରେ ଜନ୍ମେ। ମୂଳ, ଚେର, ଛେଲି ଓ ପତ୍ର ଔଷଧରେ ଲାଗେ। ଏହା ଯୋନିବ୍ୟାପତ, ରଜୋଦୃଷ୍ଟି, ପ୍ରଦର ଓ ଅର୍ଶରୋଗନାଶକ। ଏହାର ସରୁ ଡାଳ ଲୋମଶ; ପତ୍ର ବଡ ଓ ଲୋମଶ। ବର୍ଷାକାଳରେ ଫୁଲ ଫୁଟେ। ଫୁଲ ପଞ୍ଚଦଳ ଓ କୃଷ୍ଣରକ୍ତ। ଫୁଲର ପାଖୁଡ଼ା ତଳକୁ ଓହଳି ଥାଏ। ଫଳ ପାଞ୍ଚକୋଣିଆଁ। ଛାଲର ଆଂଶୁରେ ଦଉଡି ହୋଇପାରେ—ଯୋଗେଶଚନ୍ଦ୍ର।]