ଓଲଟା (ଇତ୍ୟାଦି) Olaṭā (etc)

  • ଦେ. ବି. ଓ ବିଣ. — ଓଲଟ ଇତ୍ୟାଦି (ଦେଖ) — Olaṭa etc (See)
  • ଦେ. ଅ. — ଅପରନ୍ତୁ; ପରନ୍ତୁ — On the other hand
  • ଦେ. ଅ. — (ଯଥା— ମୁଁ ସିନା ପୁଅକୁ ଶାସନ କରନ୍ତି; ଓଲଟା ସେ ମୋତେ ଶାସନ କରିବାକୁ ଉଦ୍ୟତ।)