ଓଲଟପାଲଟ Olatapālaṭa

  • ଦେ. ବି. — ଘଣ୍ଟାଘଣ୍ଟି; ଘଣ୍ଟାଚକଟା — State of being turned up or confused
  • ଦେ. ବି. — ବଦଳାବଦଳି; ଅନ୍ୟୋଽନ୍ୟରେ ବିନିମୟ — Change of place
  • ଦେ. ବି. — ଲେଉଟାପଉଟା — Invertion
  • ଦେ. ବି. — ଗୋଳମାଳ — Disorder
  • ଦେ. ବିଣ — ଘଣ୍ଟାଘଣ୍ଟି ହୋଇଥିବା — Turnd up; confused; disturbed
  • ଦେ. ବିଣ — ବଦଳା ଯାଇଥିବା — Changed
  • ଦେ. ବିଣ — ଲେଉଟା ହୋଇଥିବା — Upset; inverted; turned upside down
  • ଦେ. ବିଣ — ଗୋଳମାଳ ହୋଇଥିବା — Disordered