ଓଲଟ ବୁଝିବା Olaṭ bujhibā

  • ଦେ. କ୍ରି. — କହିବା ଲୋକର ଭାବ ବା ଉଦ୍ଦେଶ୍ୟକୁ ହୃଦୟଙ୍ଗମ ନ କରି ବିପରୀତ ଅର୍ଥରେ ଗ୍ରହଣ କରିବା; ଭୁଲ ବୁଝିବା — To take a person's words in bad part; to misunderstand; to mis-interpret